or_tn/mrk/02/09.md

1.4 KiB

What is easier to say to the paralyzed man ... take up your bed, and walk'?

ଯୀଶୁ ଏହି ପ୍ରଶ୍ନ ମାଧ୍ୟମରେ ଶାସ୍ତ୍ରୀମାନଙ୍କୁ ଭାବିବା ନିମନ୍ତେ ସୁଯୋଗ ଦେଉଛନ୍ତି ଯେ କେଉଁ ବିଷୟ ପ୍ରମାଣିତ କରିବ କିମ୍ବା ସେ କି ପାପ କ୍ଷମା କରି ପାରନ୍ତି I ଅନ୍ୟଏକ ଅନୁବାଦରେ: “ମୁଁ ପକ୍ଷାଘାତ ରୋଗୀକୁ କହିଲି, ‘ତୁମ୍ଭର ପାପସବୁ କ୍ଷମା କରାଗଲା’ I ତୁମେ କ’ଣ ଭାବୁଛ ଯେ ଏହା କହିବା କଠିନ ଅଟେ ‘ଉଠ, ଆପଣା ଖଟିଆ ଘେନ ଓ ଚାଲ,” କାରଣ ତାହା ପ୍ରମାଣ କରେ ଯେ ମୁଁ ତାଙ୍କୁ ସୁସ୍ଥ କରିଛି କି ନାହିଁ ଦେଖାଯିବ, ସେ ଉଠିବ ଓ ଚାଲିବ” କିମ୍ବା “ତୁମ୍ଭେମାନେ କ’ଣ ଭାବୁଛ ଯେ ପକ୍ଷାଘାତ ରୋଗିକି କହିବା କି ଏତେ ସହଜ ‘ତୁମ୍ଭର ପାପ ସବୁ କ୍ଷମା କରାଗଲା’ ତାପରେ କହିବା ‘ଉଠ, ଆପଣା ଖଟିଆ ଘେନ ଓ ଚାଲ” (ଦେଖ: rc://*/ta/man/translate/figs-rquestion)