or_tn/mrk/02/08.md

1.6 KiB

in his spirit

ତାହାର ଅନ୍ତରରେ କିମ୍ବା “ତା’ଭିତରେ”

they were thinking within themselves

ପ୍ରତ୍ୟେକ ଶାସ୍ତ୍ରୀମାନେ ଆପଣା ଆପଣା ବିଷୟରେ ଚିନ୍ତା କରୁଥିଲେ; ସେମାନେ ପରସ୍ପର କଥା ହେଉ ନଥିଲେ I

Why are you thinking this in your hearts?

ଯୀଶୁ ନିଜ ଆତ୍ମାରେ ସେହିକ୍ଷଣି ଜ୍ଞାତ ହୋଇ ଶାସ୍ତ୍ରୀମାନଙ୍କୁ ପ୍ରଶ୍ନ ମାଧ୍ୟମରେ କହିଲେ ତୁମ୍ଭେମାନେ ଆପଣା ଆପଣା ମନରେ ଏହିସବୁ କାହିଁକି ତର୍କ ବିତର୍କ କରୁଅଛ I ଅନ୍ୟଏକ ଅନୁବାଦରେ: ତୁମ୍ଭେମାନେ ଯାହା ଚିନ୍ତା କରୁଅଛ ତାହା ଭୁଲ୍ ଅଟେ” କିମ୍ବା “ତୁମ୍ଭେମାନେ ଭାବ ନାହିଁ ଯେ ମୁ ଈଶ୍ବର ନିନ୍ଦା କରୁଅଛି” (ଦେଖ: rc://*/ta/man/translate/figs-rquestion)

this in your hearts

“ହୃଦୟ” ଶବ୍ଦ ସେମାନଙ୍କ ଆନ୍ତରିକ ଭାବନା ଓ ଆଶା ନିମନ୍ତେ ଏକ ଲକ୍ଷଣ ସୁଚକ ଅଟେ I ଅନ୍ୟଏକ ଅନୁବାଦରେ: “ଏହା ତୁମ୍ଭମାନଙ୍କ ଅନ୍ତଃକରଣ“ କିମ୍ବା “ସେହି ବିଷୟ ଗୁଡିକ” (ଦେଖ: rc://*/ta/man/translate/figs-metonymy)