or_tn/mrk/02/08.md

16 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# in his spirit
ତାହାର ଅନ୍ତରରେ କିମ୍ବା “ତା’ଭିତରେ”
# they were thinking within themselves
ପ୍ରତ୍ୟେକ ଶାସ୍ତ୍ରୀମାନେ ଆପଣା ଆପଣା ବିଷୟରେ ଚିନ୍ତା କରୁଥିଲେ; ସେମାନେ ପରସ୍ପର କଥା ହେଉ ନଥିଲେ I
# Why are you thinking this in your hearts?
ଯୀଶୁ ନିଜ ଆତ୍ମାରେ ସେହିକ୍ଷଣି ଜ୍ଞାତ ହୋଇ ଶାସ୍ତ୍ରୀମାନଙ୍କୁ ପ୍ରଶ୍ନ ମାଧ୍ୟମରେ କହିଲେ ତୁମ୍ଭେମାନେ ଆପଣା ଆପଣା ମନରେ ଏହିସବୁ କାହିଁକି ତର୍କ ବିତର୍କ କରୁଅଛ I ଅନ୍ୟଏକ ଅନୁବାଦରେ: ତୁମ୍ଭେମାନେ ଯାହା ଚିନ୍ତା କରୁଅଛ ତାହା ଭୁଲ୍ ଅଟେ” କିମ୍ବା “ତୁମ୍ଭେମାନେ ଭାବ ନାହିଁ ଯେ ମୁ ଈଶ୍ବର ନିନ୍ଦା କରୁଅଛି” (ଦେଖ: [[rc://*/ta/man/translate/figs-rquestion]])
# this in your hearts
“ହୃଦୟ” ଶବ୍ଦ ସେମାନଙ୍କ ଆନ୍ତରିକ ଭାବନା ଓ ଆଶା ନିମନ୍ତେ ଏକ ଲକ୍ଷଣ ସୁଚକ ଅଟେ I ଅନ୍ୟଏକ ଅନୁବାଦରେ: “ଏହା ତୁମ୍ଭମାନଙ୍କ ଅନ୍ତଃକରଣ“ କିମ୍ବା “ସେହି ବିଷୟ ଗୁଡିକ” (ଦେଖ: [[rc://*/ta/man/translate/figs-metonymy]])