or_tn/mrk/02/04.md

1.4 KiB

could not get near him

ଯୀଶୁ ଯେଉଁ ସ୍ଥାନରେ ବସିଥିଲେ ତାଙ୍କ ପାଖକୁ ଆସି ପାରିଲେ ନାହିଁ

they removed the roof ... they lowered

ଗୃହଗୁଡିକ ଯେଉଁଠି ଯୀଶୁ ବାସ କରୁଥିଲେ ତାହା କାଦୁଅରେ ନିର୍ମିତ ଏବଂ ସମତଳ ଖପର ଛାତ ଥିଲା I ଛାତ କଣା କରିବା ପ୍ରଣାଳୀକୁ ସ୍ପଷ୍ଟରୁପେ ବୁଝାଇ ଦିଆଯାଇ ପାରିବ କିମ୍ବା ଅତି ସାଧାରଣ ଶବ୍ଦ ବ୍ୟବାହର କର ଯେପରି ତୁମ ଭାଷାରେ ବୁଝା ପଡୁଥିବ I ଅନ୍ୟଏକ ଅନୁବାଦରେ: “ଯେଉଁଠାରେ ଯୀଶୁ ବସିଥିଲେ ସେମାନେ ଛାତରେ ଗୋଟିଏ ଅଂଶରୁ ଖପର ଖୋଲିଲେ I ପୁଣି ଯେତେବେଳେ ସେମାନେ ଛାତର ମାଟି ଅଂଶ ଖୋଲିଲେ , ସେମାନେ ତଳକୁ ଓହ୍ଲାଇ ଦେଲେ କିମ୍ବା “ଯେଉଁ ସ୍ଥାନରେ ଯୀଶୁ ବସିଥିଲେ ସେହି ସ୍ଥାନକୁ ଲକ୍ଷ୍ୟ କରି ସେମାନେ ଛାତରେ କଣା କରି ପକ୍ଷାଘାତ ରୋଗୀକୁ ତଳକୁ ଓହ୍ଲାଇ ଦେଲେ” I