# could not get near him ଯୀଶୁ ଯେଉଁ ସ୍ଥାନରେ ବସିଥିଲେ ତାଙ୍କ ପାଖକୁ ଆସି ପାରିଲେ ନାହିଁ # they removed the roof ... they lowered ଗୃହଗୁଡିକ ଯେଉଁଠି ଯୀଶୁ ବାସ କରୁଥିଲେ ତାହା କାଦୁଅରେ ନିର୍ମିତ ଏବଂ ସମତଳ ଖପର ଛାତ ଥିଲା I ଛାତ କଣା କରିବା ପ୍ରଣାଳୀକୁ ସ୍ପଷ୍ଟରୁପେ ବୁଝାଇ ଦିଆଯାଇ ପାରିବ କିମ୍ବା ଅତି ସାଧାରଣ ଶବ୍ଦ ବ୍ୟବାହର କର ଯେପରି ତୁମ ଭାଷାରେ ବୁଝା ପଡୁଥିବ I ଅନ୍ୟଏକ ଅନୁବାଦରେ: “ଯେଉଁଠାରେ ଯୀଶୁ ବସିଥିଲେ ସେମାନେ ଛାତରେ ଗୋଟିଏ ଅଂଶରୁ ଖପର ଖୋଲିଲେ I ପୁଣି ଯେତେବେଳେ ସେମାନେ ଛାତର ମାଟି ଅଂଶ ଖୋଲିଲେ , ସେମାନେ ତଳକୁ ଓହ୍ଲାଇ ଦେଲେ କିମ୍ବା “ଯେଉଁ ସ୍ଥାନରେ ଯୀଶୁ ବସିଥିଲେ ସେହି ସ୍ଥାନକୁ ଲକ୍ଷ୍ୟ କରି ସେମାନେ ଛାତରେ କଣା କରି ପକ୍ଷାଘାତ ରୋଗୀକୁ ତଳକୁ ଓହ୍ଲାଇ ଦେଲେ” I