or_tn/mrk/02/01.md

808 B

Connecting Statement:

ସମୁଦାୟ ଗାଲିଲିରେ ସୁସମାଚାର ଘୋଷଣା ଓ ଲୋକମାନଙ୍କୁ ସୁସ୍ଥତା କରିବା ପରେ, ଯୀଶୁ କଫର୍ନାହୁମରେ ପ୍ରବେଶ କଲେ ଯେଉଁସ୍ଥାନରେ ସେ ସୁସ୍ଥ କଲେ ଓ ପକ୍ଷାଘାତୀର ପାପ କ୍ଷମା କଲେ I

it was heard that he was at home

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେଠାରେ ଥିବା ଲୋକମାନେ ଶୁଣିଲେ ଯେ ସେ ଆପଣା ଗୃହରେ ରହୁଥିଲେ” (ଦେଖ: rc://*/ta/man/translate/figs-activepassive)