8 lines
808 B
Markdown
8 lines
808 B
Markdown
|
# Connecting Statement:
|
||
|
|
||
|
ସମୁଦାୟ ଗାଲିଲିରେ ସୁସମାଚାର ଘୋଷଣା ଓ ଲୋକମାନଙ୍କୁ ସୁସ୍ଥତା କରିବା ପରେ, ଯୀଶୁ କଫର୍ନାହୁମରେ ପ୍ରବେଶ କଲେ ଯେଉଁସ୍ଥାନରେ ସେ ସୁସ୍ଥ କଲେ ଓ ପକ୍ଷାଘାତୀର ପାପ କ୍ଷମା କଲେ I
|
||
|
|
||
|
# it was heard that he was at home
|
||
|
|
||
|
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେଠାରେ ଥିବା ଲୋକମାନେ ଶୁଣିଲେ ଯେ ସେ ଆପଣା ଗୃହରେ ରହୁଥିଲେ” (ଦେଖ: [[rc://*/ta/man/translate/figs-activepassive]])
|