or_tn/mrk/01/intro.md

15 lines
2.4 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

ମାର୍କ ୦୧ ସାଧାରଣ ସୁଚନା
# ଗଠନ ପ୍ରଣାଳୀ ଓ ଆକୃତି
କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ ୧:-୩ରେ ଏପରି କରେ, ଯେଉଁଗୁଡିକ ପୁରାତନ ନିୟମର ଶବ୍ଦଗୁଡିକ ଅଟନ୍ତି I
# ଏହି ଅଧ୍ୟାୟରେ ବିଶେଷ ଧାରଣା I
## “ତୁମେ ମୋତେ ଶୁଚି କରି ପାରିବ”
କୁଷ୍ଠ ଏକ ଚର୍ମ ଜନିତ ରୋଗ ଥିଲା ଯାହା ଜଣେ ବ୍ୟକ୍ତିଙ୍କୁ ଅଶୁଚି ଓ ଈଶ୍ବରଙ୍କୁ ଉପାସନା କରିବା ନିମନ୍ତେ ଅକ୍ଷମ କରିଦିଏ I ଶାରିରୀକ ଭାବେ ଲୋକାମାନଙ୍କୁ “ଶୁଚି” କରିବା କିମ୍ବା ଶାରୀରିକ ଭାବେ ଓ ଆତ୍ମିକ ଭାବେ “ଶୁଚି କରିବା” କିମ୍ବା ଈଶ୍ବରଙ୍କ ସହିତ ସୁସମ୍ପର୍କ ଗଠନ କରିବା ନିମନ୍ତେ ଯୀଶୁଙ୍କର କ୍ଷମତା ଥିଲା I (ଦେଖ: [[rc://*/tw/dict/bible/kt/clean]])
## ”ଈଶ୍ବରଙ୍କ ରାଜ୍ୟ ସନ୍ନିକଟ”
ବାଇବଲ ପଣ୍ଡିତମାନେ ଯୁକ୍ତି କରନ୍ତି ଯେ ଏହି ସମୟରେ କ’ଣ “ଈଶ୍ବରଙ୍କ ରାଜ୍ୟ” ଉପସ୍ଥିତ ହୋଇଥିଲା କିମ୍ବା ସେହିପରି କିଛି ଆଗକୁ ଆସୁଅଛି I ଇଂରାଜୀ ଭାଷାନ୍ତରରେ ବାରମ୍ବାର “ହାତ ପାହାନ୍ତାରେ” ବାକ୍ୟାଂଶ ବ୍ୟବହାର ହୋଇଛି, କିନ୍ତୁ ଏହା ଅନୁବାଦକମାନଙ୍କ ନିମନ୍ତେ ସମସ୍ୟା ସୃଷ୍ଟି କରିପାରେ I ଅନ୍ୟ ସଂସ୍କରଣ ଗୁଡିକ “ଆସୁଅଛି” ଓ “ଅତି ସନ୍ନିକଟ” ବାକ୍ୟାଂଶ ବ୍ୟବହାର କରିଛନ୍ତି I”