15 lines
2.4 KiB
Markdown
15 lines
2.4 KiB
Markdown
|
ମାର୍କ ୦୧ ସାଧାରଣ ସୁଚନା
|
|||
|
|
|||
|
# ଗଠନ ପ୍ରଣାଳୀ ଓ ଆକୃତି
|
|||
|
|
|||
|
କେତେକ ଅନୁବାଦ ସହଜରେ ପଢ଼ିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ ୧:୨-୩ରେ ଏପରି କରେ, ଯେଉଁଗୁଡିକ ପୁରାତନ ନିୟମର ଶବ୍ଦଗୁଡିକ ଅଟନ୍ତି I
|
|||
|
|
|||
|
# ଏହି ଅଧ୍ୟାୟରେ ବିଶେଷ ଧାରଣା I
|
|||
|
|
|||
|
## “ତୁମେ ମୋତେ ଶୁଚି କରି ପାରିବ”
|
|||
|
କୁଷ୍ଠ ଏକ ଚର୍ମ ଜନିତ ରୋଗ ଥିଲା ଯାହା ଜଣେ ବ୍ୟକ୍ତିଙ୍କୁ ଅଶୁଚି ଓ ଈଶ୍ବରଙ୍କୁ ଉପାସନା କରିବା ନିମନ୍ତେ ଅକ୍ଷମ କରିଦିଏ I ଶାରିରୀକ ଭାବେ ଲୋକାମାନଙ୍କୁ “ଶୁଚି” କରିବା କିମ୍ବା ଶାରୀରିକ ଭାବେ ଓ ଆତ୍ମିକ ଭାବେ “ଶୁଚି କରିବା” କିମ୍ବା ଈଶ୍ବରଙ୍କ ସହିତ ସୁସମ୍ପର୍କ ଗଠନ କରିବା ନିମନ୍ତେ ଯୀଶୁଙ୍କର କ୍ଷମତା ଥିଲା I (ଦେଖ: [[rc://*/tw/dict/bible/kt/clean]])
|
|||
|
|
|||
|
## ”ଈଶ୍ବରଙ୍କ ରାଜ୍ୟ ସନ୍ନିକଟ”
|
|||
|
|
|||
|
ବାଇବଲ ପଣ୍ଡିତମାନେ ଯୁକ୍ତି କରନ୍ତି ଯେ ଏହି ସମୟରେ କ’ଣ “ଈଶ୍ବରଙ୍କ ରାଜ୍ୟ” ଉପସ୍ଥିତ ହୋଇଥିଲା କିମ୍ବା ସେହିପରି କିଛି ଆଗକୁ ଆସୁଅଛି I ଇଂରାଜୀ ଭାଷାନ୍ତରରେ ବାରମ୍ବାର “ହାତ ପାହାନ୍ତାରେ” ବାକ୍ୟାଂଶ ବ୍ୟବହାର ହୋଇଛି, କିନ୍ତୁ ଏହା ଅନୁବାଦକମାନଙ୍କ ନିମନ୍ତେ ସମସ୍ୟା ସୃଷ୍ଟି କରିପାରେ I ଅନ୍ୟ ସଂସ୍କରଣ ଗୁଡିକ “ଆସୁଅଛି” ଓ “ଅତି ସନ୍ନିକଟ” ବାକ୍ୟାଂଶ ବ୍ୟବହାର କରିଛନ୍ତି I”
|