or_tn/mrk/01/41.md

1014 B

Moved with compassion, Jesus

ଏଠାରେ “ବିଗଳିତ ହେଲେ” ଏକ ରୁଢି ଅଟେ ଯାହାର ଅର୍ଥ ଅନ୍ୟ ଜଣକର ଆବଶ୍ୟକତାରେ ଭାବ ପ୍ରବଣତା ପ୍ରକାଶ କରିବା I ଅନ୍ୟଏକ ଅନୁବାଦରେ: “ତା ନିମନ୍ତେ ଯୀଶୁ ଦୟାରେ ବିଗଳିତ ହୋଇ” କିମ୍ବା “ଯୀଶୁ ସେହି ଲୋକ ନିମନ୍ତେ ଦୟା ଅନୁଭବ କଲେ, ତେଣୁ ସେ“ (ଦେଖ: rc://*/ta/man/translate/figs-idiom)

I am willing

ଏହା ହୁଏତ ଯୀଶୁ ଯାହା କରିବା ନିମନ୍ତେ ଇଛା ବ୍ୟକ୍ତ କରନ୍ତି ସେଥିନିମନ୍ତେ ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ମୁଁ ଇଚ୍ଛା କରୁଅଛି ତୁମେ ଶୁଚି ହୁଅ” (ଦେଖ: rc://*/ta/man/translate/figs-ellipsis)