or_tn/mrk/01/41.md

8 lines
1014 B
Markdown
Raw Permalink Normal View History

2020-11-19 00:15:53 +00:00
# Moved with compassion, Jesus
ଏଠାରେ “ବିଗଳିତ ହେଲେ” ଏକ ରୁଢି ଅଟେ ଯାହାର ଅର୍ଥ ଅନ୍ୟ ଜଣକର ଆବଶ୍ୟକତାରେ ଭାବ ପ୍ରବଣତା ପ୍ରକାଶ କରିବା I ଅନ୍ୟଏକ ଅନୁବାଦରେ: “ତା ନିମନ୍ତେ ଯୀଶୁ ଦୟାରେ ବିଗଳିତ ହୋଇ” କିମ୍ବା “ଯୀଶୁ ସେହି ଲୋକ ନିମନ୍ତେ ଦୟା ଅନୁଭବ କଲେ, ତେଣୁ ସେ“ (ଦେଖ: [[rc://*/ta/man/translate/figs-idiom]])
# I am willing
ଏହା ହୁଏତ ଯୀଶୁ ଯାହା କରିବା ନିମନ୍ତେ ଇଛା ବ୍ୟକ୍ତ କରନ୍ତି ସେଥିନିମନ୍ତେ ସହାୟକ ହୋଇପାରେ I ଅନ୍ୟଏକ ଅନୁବାଦରେ: “ମୁଁ ଇଚ୍ଛା କରୁଅଛି ତୁମେ ଶୁଚି ହୁଅ” (ଦେଖ: [[rc://*/ta/man/translate/figs-ellipsis]])