or_tn/mrk/01/16.md

489 B

he saw Simon and Andrew

ଯୀଶୁ ଶିମୋନ ଓ ଆନ୍ଦ୍ରୀୟଙ୍କୁ ଦେଖିଲେ

casting a net in the sea

ଏହି ଉକ୍ତିର ସମ୍ପୁର୍ଣ୍ଣ ଅର୍ଥ ଅନ୍ତର୍ହିତ କରା ଯାଇପାରେ I ଅନ୍ୟଏକ ଅନୁବାଦରେ: “ମାଛ ଧରିବା ନିମନ୍ତେ ପାଣିରେ ଜାଲ ପକାଉ ଥିଲେ” (ଦେଖ: rc://*/ta/man/translate/figs-explicit)