or_tn/mrk/01/16.md

8 lines
489 B
Markdown
Raw Permalink Normal View History

2020-11-19 00:15:53 +00:00
# he saw Simon and Andrew
ଯୀଶୁ ଶିମୋନ ଓ ଆନ୍ଦ୍ରୀୟଙ୍କୁ ଦେଖିଲେ
# casting a net in the sea
ଏହି ଉକ୍ତିର ସମ୍ପୁର୍ଣ୍ଣ ଅର୍ଥ ଅନ୍ତର୍ହିତ କରା ଯାଇପାରେ I ଅନ୍ୟଏକ ଅନୁବାଦରେ: “ମାଛ ଧରିବା ନିମନ୍ତେ ପାଣିରେ ଜାଲ ପକାଉ ଥିଲେ” (ଦେଖ: [[rc://*/ta/man/translate/figs-explicit]])