or_tn/mrk/01/11.md

8 lines
1.0 KiB
Markdown

# A voice came out of the heavens
ଏହା ଈଶ୍ଵରଙ୍କ ବକ୍ତବ୍ୟକୁ ଉପସ୍ଥାପନ କରେ I ବେଳେବେଳେ ଲୋକମାନେ ସିଧାସଳଖ ଈଶ୍ଵରଙ୍କୁ ନିଦର୍ଶନ କରନ୍ତି ନାହିଁ କାରଣ ସେମାନେ ସମ୍ମାନ (ଭୟ) କରନ୍ତି I ଅନ୍ୟଏକ ଅନୁବାଦରେ: “ଈଶ୍ଵର ସ୍ଵର୍ଗରୁ କହିଲେ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-euphemism]])
# beloved Son
ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I ପିତା ଯୀଶୁଙ୍କୁ ତାହାଙ୍କୁ “ପ୍ରିୟ ପୁତ୍ର” କହନ୍ତି କାରଣ ତାହାଙ୍କ ପ୍ରତି ତାହାଙ୍କର ଅନନ୍ତକାଳୀନ ପ୍ରେମ I (ଦେଖ: [[rc://*/ta/man/translate/guidelines-sonofgodprinciples]])