or_tn/mrk/01/11.md

1.0 KiB

A voice came out of the heavens

ଏହା ଈଶ୍ଵରଙ୍କ ବକ୍ତବ୍ୟକୁ ଉପସ୍ଥାପନ କରେ I ବେଳେବେଳେ ଲୋକମାନେ ସିଧାସଳଖ ଈଶ୍ଵରଙ୍କୁ ନିଦର୍ଶନ କରନ୍ତି ନାହିଁ କାରଣ ସେମାନେ ସମ୍ମାନ (ଭୟ) କରନ୍ତି I ଅନ୍ୟଏକ ଅନୁବାଦରେ: “ଈଶ୍ଵର ସ୍ଵର୍ଗରୁ କହିଲେ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-euphemism]])

beloved Son

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I ପିତା ଯୀଶୁଙ୍କୁ ତାହାଙ୍କୁ “ପ୍ରିୟ ପୁତ୍ର” କହନ୍ତି କାରଣ ତାହାଙ୍କ ପ୍ରତି ତାହାଙ୍କର ଅନନ୍ତକାଳୀନ ପ୍ରେମ I (ଦେଖ: rc://*/ta/man/translate/guidelines-sonofgodprinciples)