or_tn/mrk/01/03.md

1.7 KiB

The voice of one calling out in the wilderness

ଏହାକୁ ଏକ ବାକ୍ୟ ଭବାରେ ପ୍ରକାଶ କରିହେବ I ଅନ୍ୟଏକ ଅନୁବାଦରେ: “ପ୍ରାନ୍ତରରେ ଉଚ୍ଚ ସ୍ବର କରୁଥିବା ଜଣକର ସ୍ବର ଶୁଣାଗଲା” କିମ୍ବା “ସେମାନେ ପ୍ରାନ୍ତରରେ କହି ଜଣେ ଉଚ୍ଚ ସ୍ବର କରୁଥିବା ସେମାନେ ଶୁଣିଲେ”

Make ready the way of the Lord ... make his paths straight

ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ I (ଦେଖ: rc://*/ta/man/translate/figs-parallelism)

Make ready the way of the Lord

ପ୍ରଭୁଙ୍କ ନିମନ୍ତେ ପଥ ପ୍ରସ୍ତୁତ କର I ଏହିପରି କରିବା ପ୍ରଭୁଙ୍କ ବାକ୍ୟ ଶୁଣିବା ନିମନ୍ତେ ପ୍ରସ୍ତୁତ କରିବାକୁ ଉପସ୍ଥାପନ କରେ ଯେତେବେଳେ ତାହାଙ୍କ ଆଗମନ ହୁଏ I ଲୋକମାନେ ସେମାନଙ୍କର ପାପରେ ଅନୁତାପ କରିବା ଦ୍ବାରା ଏହା କରନ୍ତି I ଅନ୍ୟଏକ ଅନୁବାଦରେ: “ଯେତେବେଳେ ପ୍ରଭୁଙ୍କ ଆଗମନରେ ତାହାଙ୍କ ବାକ୍ୟ ଶୁଣିବା ନିମନ୍ତେ ପ୍ରସ୍ତୁତ ହୁଅ “ କିମ୍ବା “ପ୍ରଭୁଙ୍କ ଆଗମନ ନିମନ୍ତେ ମନ ପରିପର୍ତ୍ତନ କରି ପ୍ରସ୍ତୁତ ହୁଅ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-explicit]])