or_tn/mrk/01/03.md

12 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# The voice of one calling out in the wilderness
ଏହାକୁ ଏକ ବାକ୍ୟ ଭବାରେ ପ୍ରକାଶ କରିହେବ I ଅନ୍ୟଏକ ଅନୁବାଦରେ: “ପ୍ରାନ୍ତରରେ ଉଚ୍ଚ ସ୍ବର କରୁଥିବା ଜଣକର ସ୍ବର ଶୁଣାଗଲା” କିମ୍ବା “ସେମାନେ ପ୍ରାନ୍ତରରେ କହି ଜଣେ ଉଚ୍ଚ ସ୍ବର କରୁଥିବା ସେମାନେ ଶୁଣିଲେ”
# Make ready the way of the Lord ... make his paths straight
ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ I (ଦେଖ: [[rc://*/ta/man/translate/figs-parallelism]])
# Make ready the way of the Lord
ପ୍ରଭୁଙ୍କ ନିମନ୍ତେ ପଥ ପ୍ରସ୍ତୁତ କର I ଏହିପରି କରିବା ପ୍ରଭୁଙ୍କ ବାକ୍ୟ ଶୁଣିବା ନିମନ୍ତେ ପ୍ରସ୍ତୁତ କରିବାକୁ ଉପସ୍ଥାପନ କରେ ଯେତେବେଳେ ତାହାଙ୍କ ଆଗମନ ହୁଏ I ଲୋକମାନେ ସେମାନଙ୍କର ପାପରେ ଅନୁତାପ କରିବା ଦ୍ବାରା ଏହା କରନ୍ତି I ଅନ୍ୟଏକ ଅନୁବାଦରେ: “ଯେତେବେଳେ ପ୍ରଭୁଙ୍କ ଆଗମନରେ ତାହାଙ୍କ ବାକ୍ୟ ଶୁଣିବା ନିମନ୍ତେ ପ୍ରସ୍ତୁତ ହୁଅ “ କିମ୍ବା “ପ୍ରଭୁଙ୍କ ଆଗମନ ନିମନ୍ତେ ମନ ପରିପର୍ତ୍ତନ କରି ପ୍ରସ୍ତୁତ ହୁଅ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-explicit]])