8 lines
1.1 KiB
Markdown
8 lines
1.1 KiB
Markdown
# they worshiped him, but some doubted
|
||
|
||
ସାମ୍ଭାବିତ ଅର୍ଥଗୁଡିକ ୧) ସେମାନେ ସମସ୍ତେ ଯୀଶୁଙ୍କୁ ଉପାସନା କଲେ ଯଦ୍ୟପି କେତେକ ତାହାଙ୍କୁ ସନ୍ଦେହ କରୁଥିଲେ, କିମ୍ବା ୨) ସେମାନଙ୍କ ମଧ୍ୟରୁ କେତେକ ଯୀଶୁଙ୍କୁ ଉପାସନା କରୁଥିଲେ, କିନ୍ତୁ ଆହୁରି କେତେକ ତାହାଙ୍କୁ ଉପାସନା କରୁ ନଥିଲେ କାରଣ ସେମାନେ ସନ୍ଦେହ କରୁଥିଲେ I
|
||
|
||
# but some doubted
|
||
|
||
ଏହାକୁ ସ୍ପଷ୍ଟ କରାପାରେ ଯାହା ଶିଷ୍ୟମାନେ ସନ୍ଦେହ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “କେହି କେହି ସନ୍ଦେହ କଲେ ଯେ ସେ ପ୍ରକୃତରେ ଯୀଶୁ ଓ ଯେ ସେ ପୁନର୍ବାର ଜୀବିତ ହୋଇଛନ୍ତି” (ଦେଖ: [[rc://*/ta/man/translate/figs-explicit]])
|