or_tn/mat/28/17.md

1.1 KiB
Raw Permalink Blame History

they worshiped him, but some doubted

ସାମ୍ଭାବିତ ଅର୍ଥଗୁଡିକ ୧) ସେମାନେ ସମସ୍ତେ ଯୀଶୁଙ୍କୁ ଉପାସନା କଲେ ଯଦ୍ୟପି କେତେକ ତାହାଙ୍କୁ ସନ୍ଦେହ କରୁଥିଲେ, କିମ୍ବା ) ସେମାନଙ୍କ ମଧ୍ୟରୁ କେତେକ ଯୀଶୁଙ୍କୁ ଉପାସନା କରୁଥିଲେ, କିନ୍ତୁ ଆହୁରି କେତେକ ତାହାଙ୍କୁ ଉପାସନା କରୁ ନଥିଲେ କାରଣ ସେମାନେ ସନ୍ଦେହ କରୁଥିଲେ I

but some doubted

ଏହାକୁ ସ୍ପଷ୍ଟ କରାପାରେ ଯାହା ଶିଷ୍ୟମାନେ ସନ୍ଦେହ କରୁଥିଲେ I ଅନ୍ୟ ଏକ ଅନୁବାଦରେ: “କେହି କେହି ସନ୍ଦେହ କଲେ ଯେ ସେ ପ୍ରକୃତରେ ଯୀଶୁ ଓ ଯେ ସେ ପୁନର୍ବାର ଜୀବିତ ହୋଇଛନ୍ତି” (ଦେଖ: rc://*/ta/man/translate/figs-explicit)