or_tn/mat/28/15.md

12 lines
840 B
Markdown

# did as they had been instructed
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯାଜକ ସେମାନଙ୍କୁ ଯାହା କହିଥିଲେ କର ସେମାନେ ତାହା କଲେ” (ଦେଖ: [[rc://*/ta/man/translate/figs-activepassive]])
# This report spread widely among the Jews and continues even today
ଅନେକ ଯିହୁଦୀମାନେ ଏହି ଘଟଣା ଶୁଣିଲେ ଓ ଆଜି ପର୍ଯ୍ୟନ୍ତ ମଧ୍ୟ ଏହା ଅନ୍ୟମାନଙ୍କୁ କହିବା ଚାଲୁ ରହିଅଛି
# even today
ଏହା ସମୟକୁ ନିର୍ଦ୍ଦେଶ କରେ ଯାହା ମାଥିଉ ପୁସ୍ତକରେ ଲେଖିଲେ I