# did as they had been instructed ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯାଜକ ସେମାନଙ୍କୁ ଯାହା କହିଥିଲେ କର ସେମାନେ ତାହା କଲେ” (ଦେଖ: [[rc://*/ta/man/translate/figs-activepassive]]) # This report spread widely among the Jews and continues even today ଅନେକ ଯିହୁଦୀମାନେ ଏହି ଘଟଣା ଶୁଣିଲେ ଓ ଆଜି ପର୍ଯ୍ୟନ୍ତ ମଧ୍ୟ ଏହା ଅନ୍ୟମାନଙ୍କୁ କହିବା ଚାଲୁ ରହିଅଛି # even today ଏହା ସମୟକୁ ନିର୍ଦ୍ଦେଶ କରେ ଯାହା ମାଥିଉ ପୁସ୍ତକରେ ଲେଖିଲେ I