or_tn/mat/28/03.md

12 lines
1.1 KiB
Markdown

# His appearance
ଦୁତଙ୍କର ଦର୍ଶନ
# was like lightning
ଏହା ଏକ ରୁପକ ଅଟେ ଯାହା ଗୁରୁତ୍ବ ଦିଏ ଯେ ଦୁତଙ୍କ ଆଗମନରେ କେତେ ଉଜ୍ଜଳ ହୋଇଗଲା I ଅନ୍ୟ ଏକ ଅନୁବାଦରେ: “ବିଜୁଳି ପରି ଉଜ୍ଜ୍ବଳ ଦେଖାଗଲା” (ଦେଖ: [[rc://*/ta/man/translate/figs-simile]])
# his clothing as white as snow
ଏହା ଏକ ରୁପକ ଅଟେ ଯାହା ଗୁରୁତ୍ବ ଦିଏ ଯେ ଦୁତଙ୍କର ଆଗମନରେ କେତେ ଉଜ୍ଜଳ ଓ ହିମ ପରି ଶୁଭ୍ରବର୍ଣ୍ଣ ବସ୍ତ୍ର ଥିଲା I କ୍ରିୟାପଦ “ଥିଲା” ପୂର୍ବ ବାକ୍ୟାଂଶଠାରୁ ପୁନରାବୃତ୍ତି କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ବସ୍ତ୍ର ବହୁତ ଶୁଭ୍ରବର୍ଣ୍ଣ, ହିମ ପରି” ଥିଲା I (ଦେଖ: [[rc://*/ta/man/translate/figs-simile]] ଓ [[rc://*/ta/man/translate/figs-ellipsis]])