# His appearance ଦୁତଙ୍କର ଦର୍ଶନ # was like lightning ଏହା ଏକ ରୁପକ ଅଟେ ଯାହା ଗୁରୁତ୍ବ ଦିଏ ଯେ ଦୁତଙ୍କ ଆଗମନରେ କେତେ ଉଜ୍ଜଳ ହୋଇଗଲା I ଅନ୍ୟ ଏକ ଅନୁବାଦରେ: “ବିଜୁଳି ପରି ଉଜ୍ଜ୍ବଳ ଦେଖାଗଲା” (ଦେଖ: [[rc://*/ta/man/translate/figs-simile]]) # his clothing as white as snow ଏହା ଏକ ରୁପକ ଅଟେ ଯାହା ଗୁରୁତ୍ବ ଦିଏ ଯେ ଦୁତଙ୍କର ଆଗମନରେ କେତେ ଉଜ୍ଜଳ ଓ ହିମ ପରି ଶୁଭ୍ରବର୍ଣ୍ଣ ବସ୍ତ୍ର ଥିଲା I କ୍ରିୟାପଦ “ଥିଲା” ପୂର୍ବ ବାକ୍ୟାଂଶଠାରୁ ପୁନରାବୃତ୍ତି କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ବସ୍ତ୍ର ବହୁତ ଶୁଭ୍ରବର୍ଣ୍ଣ, ହିମ ପରି” ଥିଲା I (ଦେଖ: [[rc://*/ta/man/translate/figs-simile]] ଓ [[rc://*/ta/man/translate/figs-ellipsis]])