4 lines
1.1 KiB
Markdown
4 lines
1.1 KiB
Markdown
# They came out ... appeared to many
|
||
|
||
ଘଟଣାଗୁଡିକର କ୍ରମାନ୍ବୟ ଯାହା ମାଥିଉ (୫୨ ପଦରେ “ସମାଧି ମୁକ୍ତ ହେଲା” ଶବ୍ଦରୁ ଆରମ୍ଭ କରନ୍ତି) ବର୍ଣନା କରନ୍ତି ଯାହା ଅସ୍ପଷ୍ଟ ଅଟେ I ଯୀଶୁଙ୍କ ମୃତ୍ୟୁରେ ଭୁମିକମ୍ପ ହେଲା ଉତ୍ତାରେ ସମାଧି ମୁକ୍ତ ହେଲା ୧) ସାଧୁମାନେ ପୁନର୍ବାର ଜୀବିତ ହେଲେ, ଏବଂ ପୁଣି, ଯୀଶୁ ପୁନର୍ବାର ଜୀବିତ ହେବା ପରେ, ସାଧୁମାନେ ଯିରୁଶାଲମକୁ ଗଲେ, ଯେଉଁଠାରେ ଅନେକ ଲୋକମାନେ ତାହାଙ୍କୁ ଦର୍ଶନ କଲେ, କିମ୍ବା ୨) ଯୀଶୁ ଜୀବିତ ହେଲେ ଓ ତାପରେ ସାଧୁମାନେ ଜୀବିତ ହେଲେ ଓ ନଗରକୁ ପ୍ରବେଶ କଲେ, ଯେଉଁଠାରେ ଅନେକଙ୍କୁ ଦର୍ଶନ ଦେଲେ I
|