or_tn/mat/27/53.md

1.1 KiB
Raw Permalink Blame History

They came out ... appeared to many

ଘଟଣାଗୁଡିକର କ୍ରମାନ୍ବୟ ଯାହା ମାଥିଉ (୫୨ ପଦରେ “ସମାଧି ମୁକ୍ତ ହେଲା” ଶବ୍ଦରୁ ଆରମ୍ଭ କରନ୍ତି) ବର୍ଣନା କରନ୍ତି ଯାହା ଅସ୍ପଷ୍ଟ ଅଟେ I ଯୀଶୁଙ୍କ ମୃତ୍ୟୁରେ ଭୁମିକମ୍ପ ହେଲା ଉତ୍ତାରେ ସମାଧି ମୁକ୍ତ ହେଲା ୧) ସାଧୁମାନେ ପୁନର୍ବାର ଜୀବିତ ହେଲେ, ଏବଂ ପୁଣି, ଯୀଶୁ ପୁନର୍ବାର ଜୀବିତ ହେବା ପରେ, ସାଧୁମାନେ ଯିରୁଶାଲମକୁ ଗଲେ, ଯେଉଁଠାରେ ଅନେକ ଲୋକମାନେ ତାହାଙ୍କୁ ଦର୍ଶନ କଲେ, କିମ୍ବା ) ଯୀଶୁ ଜୀବିତ ହେଲେ ଓ ତାପରେ ସାଧୁମାନେ ଜୀବିତ ହେଲେ ଓ ନଗରକୁ ପ୍ରବେଶ କଲେ, ଯେଉଁଠାରେ ଅନେକଙ୍କୁ ଦର୍ଶନ ଦେଲେ I