or_tn/mat/27/51.md

993 B

Connecting Statement:

ଏହା ଯୀଶୁଙ୍କ ମୃତ୍ୟୁ ସମୟରେ ଘଟଣାବଳୀ ଆରମ୍ଭ ଅଟେ ଯେ ଯେତେବେଳେ ଯୀଶୁ ମୃତ୍ୟୁବରଣ କଲେ I

Behold

“ଦେଖ” ଶବ୍ଦ ଏଠାରେ ଯେଉଁ ନିମ୍ନଲିଖିତ ଚମତ୍କୃତ ତଥ୍ୟକୁ ଧ୍ୟାନ ଦେବା ନିମନ୍ତେ ସଚେତନ କରେ I

the curtain of the temple was split in two

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମନ୍ଦିରର ବିଛେଦ ବସ୍ତ୍ର ଦୁଇ ଭାଗରେ ଚିରି ଗଲା” କିମ୍ବା “ଈଶ୍ବର ମନ୍ଦିରରେ ଥିବା ବିଛେଦ ବସ୍ତ୍ରକୁ ଦୁଇ ଭାଗରେ ଚିରି ଦେଲେ” (ଦେଖ: rc://*/ta/man/translate/figs-activepassive)