12 lines
993 B
Markdown
12 lines
993 B
Markdown
|
# Connecting Statement:
|
||
|
|
||
|
ଏହା ଯୀଶୁଙ୍କ ମୃତ୍ୟୁ ସମୟରେ ଘଟଣାବଳୀ ଆରମ୍ଭ ଅଟେ ଯେ ଯେତେବେଳେ ଯୀଶୁ ମୃତ୍ୟୁବରଣ କଲେ I
|
||
|
|
||
|
# Behold
|
||
|
|
||
|
“ଦେଖ” ଶବ୍ଦ ଏଠାରେ ଯେଉଁ ନିମ୍ନଲିଖିତ ଚମତ୍କୃତ ତଥ୍ୟକୁ ଧ୍ୟାନ ଦେବା ନିମନ୍ତେ ସଚେତନ କରେ I
|
||
|
|
||
|
# the curtain of the temple was split in two
|
||
|
|
||
|
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମନ୍ଦିରର ବିଛେଦ ବସ୍ତ୍ର ଦୁଇ ଭାଗରେ ଚିରି ଗଲା” କିମ୍ବା “ଈଶ୍ବର ମନ୍ଦିରରେ ଥିବା ବିଛେଦ ବସ୍ତ୍ରକୁ ଦୁଇ ଭାଗରେ ଚିରି ଦେଲେ” (ଦେଖ: [[rc://*/ta/man/translate/figs-activepassive]])
|