or_tn/mat/27/45.md

12 lines
1.0 KiB
Markdown

# Now
ଏହି ଶବ୍ଦ ମୁଖ୍ୟ ବିବରଣୀର ଧାରାରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହାର ହୋଇଅଛି I ଏଠାରେ ମାଥିଉ ବିବରଣୀରେ ଏକ ନୁତନ ଭାଗ କହିବା ଆରମ୍ଭ କରୁଛନ୍ତି I
# from the sixth hour ... until the ninth hour
ପରେ ବାର ଘଣ୍ଟାଠାରୁ ... ତିନି ଘଣ୍ଟା ପର୍ଯ୍ୟନ୍ତ କିମ୍ବା “ ମଧ୍ୟାହ୍ନ ବାର ଘଣ୍ଟାଠାରୁ... ଅପରାହ୍ନ ତିନି ଘଣ୍ଟା ପର୍ଯ୍ୟନ୍ତ”
# darkness came over the whole land
“ଅନ୍ଧକାର” ଶବ୍ଦ ଏକ ଅବ୍ୟୟ ବିଶେଷ୍ୟ ପଦ ଅଟେ I ଅନ୍ୟ ଏକ ଅନୁବାଦରେ: “ଏହା ସମଗ୍ର ପୃଥିବୀରେ ଅନ୍ଧକାର ଘୋଟି ଗଲା” (ଦେଖ: [[rc://*/ta/man/translate/figs-abstractnouns]])