or_tn/mat/27/45.md

1.0 KiB

Now

ଏହି ଶବ୍ଦ ମୁଖ୍ୟ ବିବରଣୀର ଧାରାରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହାର ହୋଇଅଛି I ଏଠାରେ ମାଥିଉ ବିବରଣୀରେ ଏକ ନୁତନ ଭାଗ କହିବା ଆରମ୍ଭ କରୁଛନ୍ତି I

from the sixth hour ... until the ninth hour

ପରେ ବାର ଘଣ୍ଟାଠାରୁ ... ତିନି ଘଣ୍ଟା ପର୍ଯ୍ୟନ୍ତ କିମ୍ବା “ ମଧ୍ୟାହ୍ନ ବାର ଘଣ୍ଟାଠାରୁ... ଅପରାହ୍ନ ତିନି ଘଣ୍ଟା ପର୍ଯ୍ୟନ୍ତ”

darkness came over the whole land

“ଅନ୍ଧକାର” ଶବ୍ଦ ଏକ ଅବ୍ୟୟ ବିଶେଷ୍ୟ ପଦ ଅଟେ I ଅନ୍ୟ ଏକ ଅନୁବାଦରେ: “ଏହା ସମଗ୍ର ପୃଥିବୀରେ ଅନ୍ଧକାର ଘୋଟି ଗଲା” (ଦେଖ: rc://*/ta/man/translate/figs-abstractnouns)