or_tn/mat/27/11.md

1.4 KiB
Raw Permalink Blame History

Connecting Statement:

ଏହା ପିଲାତଙ୍କ ସମ୍ମୁଖରେ ଯୀଶୁଙ୍କର ବିଚାରର ବିବରଣୀକୁ ଜାରି ରଖିଅଛି, ଯାହା ମାଥିଉ ୨୭:ରେ ଆରମ୍ଭ ହୋଇଥିଲା I

Now

ଯଦି ତୁମ ଭାଷାରେ ବିବରଣୀକୁ ଚାଲୁ ରଖିବା ନିମନ୍ତେଉପାୟ ଅଛି, ତୁମେ ଏଠାରେ ତାହାକୁ ବ୍ୟବହାର କର I

the governor

ପିଲାତ

You say so

ସାମ୍ଭାବିତ ଅର୍ଥଗୁଡିକ ୧) ଏହା କହିବା ଦ୍ବାରା, ଯୀଶୁ ଯେ ଯିହୁଦୀମାନଙ୍କର ରାଜା ତାହା ସୁଚିତ କରେ I ଅନ୍ୟ ଏକ ଅନୁବାଦରେ: “ହଁ, ତୁମେ ତ କହୁଅଛ, ମୁଁ ସେହି” କିମ୍ବା “ହଁ, ଏହା ସତ୍ୟ ଯେପରି ତୁମେ କହିଲ” କିମ୍ବା ) ଏହିପରି କହିବା ଦ୍ବାରା, ଯୀଶୁ ପିଲାତଙ୍କୁ କହୁଥିଲେ, ଯୀଶୁଙ୍କୁ ନୁହେଁ, ତୁମେ କଅଣ ଯିହୁଦୀମାନଙ୍କ ରାଜା I ଅନ୍ୟ ଏକ ଅନୁବାଦରେ: “ଆପଣ ତ କହୁଛନ୍ତି” (ଦେଖ: rc://*/ta/man/translate/figs-explicit)