or_tn/mat/27/11.md

16 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଏହା ପିଲାତଙ୍କ ସମ୍ମୁଖରେ ଯୀଶୁଙ୍କର ବିଚାରର ବିବରଣୀକୁ ଜାରି ରଖିଅଛି, ଯାହା [ମାଥିଉ ୨୭:](../27/02.md)ରେ ଆରମ୍ଭ ହୋଇଥିଲା I
# Now
ଯଦି ତୁମ ଭାଷାରେ ବିବରଣୀକୁ ଚାଲୁ ରଖିବା ନିମନ୍ତେଉପାୟ ଅଛି, ତୁମେ ଏଠାରେ ତାହାକୁ ବ୍ୟବହାର କର I
# the governor
ପିଲାତ
# You say so
ସାମ୍ଭାବିତ ଅର୍ଥଗୁଡିକ ୧) ଏହା କହିବା ଦ୍ବାରା, ଯୀଶୁ ଯେ ଯିହୁଦୀମାନଙ୍କର ରାଜା ତାହା ସୁଚିତ କରେ I ଅନ୍ୟ ଏକ ଅନୁବାଦରେ: “ହଁ, ତୁମେ ତ କହୁଅଛ, ମୁଁ ସେହି” କିମ୍ବା “ହଁ, ଏହା ସତ୍ୟ ଯେପରି ତୁମେ କହିଲ” କିମ୍ବା ) ଏହିପରି କହିବା ଦ୍ବାରା, ଯୀଶୁ ପିଲାତଙ୍କୁ କହୁଥିଲେ, ଯୀଶୁଙ୍କୁ ନୁହେଁ, ତୁମେ କଅଣ ଯିହୁଦୀମାନଙ୍କ ରାଜା I ଅନ୍ୟ ଏକ ଅନୁବାଦରେ: “ଆପଣ ତ କହୁଛନ୍ତି” (ଦେଖ: [[rc://*/ta/man/translate/figs-explicit]])