or_tn/mat/27/06.md

16 lines
970 B
Markdown

# It is not lawful to put this
ଏହା ଭଣ୍ଡାରରେ ରଖିବା ବିଧିସଙ୍ଗତ ନୁହେଁ
# put this
ଏହି ରୌପ୍ୟ ମୁଦ୍ରାକୁ ପକାଇ ଦିଅ
# the treasury
ସେମାନେ ମନ୍ଦିର ଓ ଯାଜକମାନଙ୍କ ନିମନ୍ତେ ଆବଶ୍ୟକ ହେଉଥିବା ପାଣ୍ଠିରେ ଏହି ଅର୍ଥ ରଖିଲେ I (ଦେଖ: [[rc://*/ta/man/translate/figs-explicit]])
# price of blood
ଏହା ଏକ ରୁଢିପଦ ଅଟେ ଯାହାର ଅର୍ଥ ଯେଉଁ ମୁଦ୍ରା ଜଣକୁ ବଧ କରିବା ନିମନ୍ତେ ଜଣେ ବ୍ୟକ୍ତିଙ୍କୁ ଦିଆ ଯାଇଥିବା ଅଟେ I ଅନ୍ୟ ଏକ ଅନୁବାଦରେ: “ଜଣେ ଲୋକକୁ ବଧ କରିବା ନିମନ୍ତେ ଟଙ୍କା ଦିଆଗଲା” (ଦେଖ: [[rc://*/ta/man/translate/figs-idiom]])