or_tn/mat/27/06.md

970 B

It is not lawful to put this

ଏହା ଭଣ୍ଡାରରେ ରଖିବା ବିଧିସଙ୍ଗତ ନୁହେଁ

put this

ଏହି ରୌପ୍ୟ ମୁଦ୍ରାକୁ ପକାଇ ଦିଅ

the treasury

ସେମାନେ ମନ୍ଦିର ଓ ଯାଜକମାନଙ୍କ ନିମନ୍ତେ ଆବଶ୍ୟକ ହେଉଥିବା ପାଣ୍ଠିରେ ଏହି ଅର୍ଥ ରଖିଲେ I (ଦେଖ: rc://*/ta/man/translate/figs-explicit)

price of blood

ଏହା ଏକ ରୁଢିପଦ ଅଟେ ଯାହାର ଅର୍ଥ ଯେଉଁ ମୁଦ୍ରା ଜଣକୁ ବଧ କରିବା ନିମନ୍ତେ ଜଣେ ବ୍ୟକ୍ତିଙ୍କୁ ଦିଆ ଯାଇଥିବା ଅଟେ I ଅନ୍ୟ ଏକ ଅନୁବାଦରେ: “ଜଣେ ଲୋକକୁ ବଧ କରିବା ନିମନ୍ତେ ଟଙ୍କା ଦିଆଗଲା” (ଦେଖ: rc://*/ta/man/translate/figs-idiom)