or_tn/mat/27/01.md

897 B

Connecting Statement:

ଏହା ପିଲାତଙ୍କ ନିକଟରେ ଯୀଶୁଙ୍କର ବିଚାରର ବିବରଣୀର ଆରମ୍ଭ ଅଟେ I

Now

ଏହି ଶବ୍ଦ ମୁଖ୍ୟ ବିବରଣୀରେ ଏକ ବିରତିକୁ ଚିହ୍ନଟ କରିବା ନିମନ୍ତେ ବ୍ୟବହୃତ ହୋଇଅଛି I ଏଠାରେ ମାଥିଉ ବିବରଣୀରେ ଏକ ନୁତନ ଭାଗ କହିବା ଆରମ୍ଭ କରୁଛନ୍ତି I

plotted against Jesus to put him to death

ଯୁହୁଦୀ ନେତାମାନେ ଯୋଜନା କରୁଛନ୍ତି କିପରି ସେମାନେ ଯୀଶୁଙ୍କୁ ବଧ କରିବା ନିମନ୍ତେ ରୋମୀୟ ନେତାମାନଙ୍କୁ ପ୍ରବର୍ତାଇବେ I (ଦେଖ: rc://*/ta/man/translate/figs-explicit)