or_tn/mat/27/01.md

12 lines
897 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଏହା ପିଲାତଙ୍କ ନିକଟରେ ଯୀଶୁଙ୍କର ବିଚାରର ବିବରଣୀର ଆରମ୍ଭ ଅଟେ I
# Now
ଏହି ଶବ୍ଦ ମୁଖ୍ୟ ବିବରଣୀରେ ଏକ ବିରତିକୁ ଚିହ୍ନଟ କରିବା ନିମନ୍ତେ ବ୍ୟବହୃତ ହୋଇଅଛି I ଏଠାରେ ମାଥିଉ ବିବରଣୀରେ ଏକ ନୁତନ ଭାଗ କହିବା ଆରମ୍ଭ କରୁଛନ୍ତି I
# plotted against Jesus to put him to death
ଯୁହୁଦୀ ନେତାମାନେ ଯୋଜନା କରୁଛନ୍ତି କିପରି ସେମାନେ ଯୀଶୁଙ୍କୁ ବଧ କରିବା ନିମନ୍ତେ ରୋମୀୟ ନେତାମାନଙ୍କୁ ପ୍ରବର୍ତାଇବେ I (ଦେଖ: [[rc://*/ta/man/translate/figs-explicit]])