or_tn/mat/26/32.md

4 lines
722 B
Markdown

# after I am raised up
ଏଠାରେ ପୁନ୍ନରୁଥାନ ଏକ ରୁଢିପଦ ଅଟେ ଯାହାର ଅର୍ଥ ଯେକେହି ମୃତ୍ୟୁବରଣ କରି ପୁନର୍ଜୀବିତ ହେବାର କାରଣ ହୁଏ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ମୋତେ ପୁନର୍ଜୀବିତ କରିବା ପରେ” କିମ୍ବା “ଈଶ୍ବର ମୋତେ ପୁନରୁଥିତ କରିବା ପରେ” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-idiom]])