or_tn/mat/26/32.md

722 B

after I am raised up

ଏଠାରେ ପୁନ୍ନରୁଥାନ ଏକ ରୁଢିପଦ ଅଟେ ଯାହାର ଅର୍ଥ ଯେକେହି ମୃତ୍ୟୁବରଣ କରି ପୁନର୍ଜୀବିତ ହେବାର କାରଣ ହୁଏ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ମୋତେ ପୁନର୍ଜୀବିତ କରିବା ପରେ” କିମ୍ବା “ଈଶ୍ବର ମୋତେ ପୁନରୁଥିତ କରିବା ପରେ” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-idiom]])