or_tn/mat/26/29.md

1.1 KiB

I say to you

ଏହା ଯୀଶୁଙ୍କ ପରବର୍ତ୍ତୀ ଉକ୍ତିକୁ ଗୁରୁତ୍ବାରୋପ କରେ I

fruit of the vine

ଏହା ଏକ ରୁଢିପଦ ଅଟେ I ଅନ୍ୟ ଏକ ଅନୁବାଦରେ: “ମଦିରା” (ଦେଖ: rc://*/ta/man/translate/figs-idiom)

in my Father's kingdom

ଏଠାରେ “ରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେଉଁ ଦିନ ମୋହର ପିତା ପୃଥିବୀରେ ତାହାଙ୍କ ରାଜତ୍ବ ସ୍ଥାପନ କରିବେ” (ଦେଖ: rc://*/ta/man/translate/figs-metonymy)

my Father's

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବର ଓ ପିତାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବୁଝାଏ I (ଦେଖ: rc://*/ta/man/translate/guidelines-sonofgodprinciples)