# I say to you ଏହା ଯୀଶୁଙ୍କ ପରବର୍ତ୍ତୀ ଉକ୍ତିକୁ ଗୁରୁତ୍ବାରୋପ କରେ I # fruit of the vine ଏହା ଏକ ରୁଢିପଦ ଅଟେ I ଅନ୍ୟ ଏକ ଅନୁବାଦରେ: “ମଦିରା” (ଦେଖ: [[rc://*/ta/man/translate/figs-idiom]]) # in my Father's kingdom ଏଠାରେ “ରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେଉଁ ଦିନ ମୋହର ପିତା ପୃଥିବୀରେ ତାହାଙ୍କ ରାଜତ୍ବ ସ୍ଥାପନ କରିବେ” (ଦେଖ: [[rc://*/ta/man/translate/figs-metonymy]]) # my Father's ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବର ଓ ପିତାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବୁଝାଏ I (ଦେଖ: [[rc://*/ta/man/translate/guidelines-sonofgodprinciples]])