or_tn/mat/26/28.md

751 B

For this is my blood

କାରଣ ଏହି ମଦିରା ମୋହର ରକ୍ତ ଅଟେ

blood of the covenant

କାରଣ ଯେଉଁ ନିୟମର ରକ୍ତ ପାତିତ ହେଉଅଛି କିମ୍ବା “ରକ୍ତ ଯାହା ନିୟମକୁ ସମ୍ଭବ କରି ପାରିଲା”

is poured out

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୋର ସେହି ରକ୍ତ” କିମ୍ବା “ମୋର ମୃତ୍ୟୁ ସମୟରେ ମୋର କ୍ଷତ ବିକ୍ଷତରୁ ପାତିତ ହେବ” (ଦେଖ: rc://*/ta/man/translate/figs-activepassive)