or_tn/mat/26/28.md

12 lines
751 B
Markdown
Raw Permalink Normal View History

2020-11-19 00:15:53 +00:00
# For this is my blood
କାରଣ ଏହି ମଦିରା ମୋହର ରକ୍ତ ଅଟେ
# blood of the covenant
କାରଣ ଯେଉଁ ନିୟମର ରକ୍ତ ପାତିତ ହେଉଅଛି କିମ୍ବା “ରକ୍ତ ଯାହା ନିୟମକୁ ସମ୍ଭବ କରି ପାରିଲା”
# is poured out
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୋର ସେହି ରକ୍ତ” କିମ୍ବା “ମୋର ମୃତ୍ୟୁ ସମୟରେ ମୋର କ୍ଷତ ବିକ୍ଷତରୁ ପାତିତ ହେବ” (ଦେଖ: [[rc://*/ta/man/translate/figs-activepassive]])