or_tn/mat/26/13.md

1.3 KiB

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହା ଯୀଶୁଙ୍କ ପରବର୍ତ୍ତୀ କଅଣ କହିବେ ତାହାର ଗୁରୁତ୍ବାରୋପ କରେ I

wherever this good news is preached

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେକୌଣସି ସ୍ଥାନରେ ଏହି ସୁସମାଚାର ଘୋଷଣା କରାଯିବ” (ଦେଖ: rc://*/ta/man/translate/figs-activepassive)

what this woman has done will also be spoken of in memory of her

ଏହା କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ” କିମ୍ବା “ଲୋକମାନେ ଏହି ସ୍ତ୍ରୀଲୋକ ଯାହା କରିଅଛି ତାହାର ସ୍ମରଣାର୍ଥେ ଓ ଅନ୍ୟମାନଙ୍କୁ ମଧ୍ୟ ଏହି କଥା କହିବେ” (ଦେଖ: rc://*/ta/man/translate/figs-activepassive)