or_tn/mat/26/13.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# Truly I say to you
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହା ଯୀଶୁଙ୍କ ପରବର୍ତ୍ତୀ କଅଣ କହିବେ ତାହାର ଗୁରୁତ୍ବାରୋପ କରେ I
# wherever this good news is preached
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେକୌଣସି ସ୍ଥାନରେ ଏହି ସୁସମାଚାର ଘୋଷଣା କରାଯିବ” (ଦେଖ: [[rc://*/ta/man/translate/figs-activepassive]])
# what this woman has done will also be spoken of in memory of her
ଏହା କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ” କିମ୍ବା “ଲୋକମାନେ ଏହି ସ୍ତ୍ରୀଲୋକ ଯାହା କରିଅଛି ତାହାର ସ୍ମରଣାର୍ଥେ ଓ ଅନ୍ୟମାନଙ୍କୁ ମଧ୍ୟ ଏହି କଥା କହିବେ” (ଦେଖ: [[rc://*/ta/man/translate/figs-activepassive]])