or_tn/mat/25/41.md

767 B

Then he will

ପରେ ରାଜା I ଯୀଶୁ ଆପଣାକୁ ତୃତୀୟ ବ୍ୟକ୍ତିଭାବରେ ସମ୍ବୋଧନ କରୁଛନ୍ତି I (ଦେଖ: rc://*/ta/man/translate/figs-123person)

you cursed

ଈଶ୍ବରଙ୍କ ଦ୍ବାରା ଶାପଗ୍ରସ୍ତ ଲୋକମାନେ

the eternal fire that has been prepared

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ପ୍ରସ୍ତୁତ କରିଥିବା ଅନନ୍ତ ଅଗ୍ନି” (ଦେଖ: rc://*/ta/man/translate/figs-activepassive)

his angels

ତାହାର ସାହାଯ୍ୟକାରୀ