or_tn/mat/25/41.md

16 lines
767 B
Markdown
Raw Permalink Normal View History

2020-11-19 00:15:53 +00:00
# Then he will
ପରେ ରାଜା I ଯୀଶୁ ଆପଣାକୁ ତୃତୀୟ ବ୍ୟକ୍ତିଭାବରେ ସମ୍ବୋଧନ କରୁଛନ୍ତି I (ଦେଖ: [[rc://*/ta/man/translate/figs-123person]])
# you cursed
ଈଶ୍ବରଙ୍କ ଦ୍ବାରା ଶାପଗ୍ରସ୍ତ ଲୋକମାନେ
# the eternal fire that has been prepared
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ପ୍ରସ୍ତୁତ କରିଥିବା ଅନନ୍ତ ଅଗ୍ନି” (ଦେଖ: [[rc://*/ta/man/translate/figs-activepassive]])
# his angels
ତାହାର ସାହାଯ୍ୟକାରୀ