or_tn/mat/25/40.md

1.4 KiB

the King

ଏହା ମନୁଷ୍ୟ ପୁତ୍ରଙ୍କ ନିମନ୍ତେ ଅନ୍ୟ ଏକ ସଜ୍ଞା ଅଟେ I ଯୀଶୁ ଆପଣାକୁ ତୃତୀୟ ବ୍ୟକ୍ତିଭାବରେ ସମ୍ବୋଧନ କରୁଛନ୍ତି I (ଦେଖ: rc://*/ta/man/translate/figs-123person)

say to them

ଦକ୍ଷିଣ ପାର୍ଶ୍ବରେ ଥିବା ସେହିମାନଙ୍କୁ କହିଲେ

Truly I say to you

ମୁଁ ତୁମମାନଙ୍କୁ ସତ୍ୟ କହୁଅଛି I ଏହା ରାଜା ପରବର୍ତ୍ତୀ କଅଣ ଆଦେଶ ଦେବେ ତାହାର ଗୁରୁତ୍ବାରୋପ କରେ I

one of the least

ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ

these brothers of mine

ଏଠାରେ “ଭାତୃବୃନ୍ଦ” କାହାକୁ ବି ବୁଝାଏ, ପୁରୁଷ କିମ୍ବା ସ୍ତ୍ରୀ, ଯେକେହି ରାଜାଙ୍କର ଅଜ୍ଞା ପାଳନ କରେ I ଅନ୍ୟ ଏକ ଅନୁବାଦରେ: “ ଏଠାରେ ମୋହର ଭାଇ ଓ ଭଉଣୀମାନେ” କିମ୍ବା “ସେମାନେ ମୋର ଭାଇ ଓ ଭଉଣୀ ପରି“ (ଦେଖ: rc://*/ta/man/translate/figs-gendernotations)

you did it for me

ମୋ ପ୍ରତି ହିଁ ତାହା କରିଅଛ ବୋଲି ମୁଁ ମନେକରେ