or_tn/mat/25/40.md

24 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# the King
ଏହା ମନୁଷ୍ୟ ପୁତ୍ରଙ୍କ ନିମନ୍ତେ ଅନ୍ୟ ଏକ ସଜ୍ଞା ଅଟେ I ଯୀଶୁ ଆପଣାକୁ ତୃତୀୟ ବ୍ୟକ୍ତିଭାବରେ ସମ୍ବୋଧନ କରୁଛନ୍ତି I (ଦେଖ: [[rc://*/ta/man/translate/figs-123person]])
# say to them
ଦକ୍ଷିଣ ପାର୍ଶ୍ବରେ ଥିବା ସେହିମାନଙ୍କୁ କହିଲେ
# Truly I say to you
ମୁଁ ତୁମମାନଙ୍କୁ ସତ୍ୟ କହୁଅଛି I ଏହା ରାଜା ପରବର୍ତ୍ତୀ କଅଣ ଆଦେଶ ଦେବେ ତାହାର ଗୁରୁତ୍ବାରୋପ କରେ I
# one of the least
ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ
# these brothers of mine
ଏଠାରେ “ଭାତୃବୃନ୍ଦ” କାହାକୁ ବି ବୁଝାଏ, ପୁରୁଷ କିମ୍ବା ସ୍ତ୍ରୀ, ଯେକେହି ରାଜାଙ୍କର ଅଜ୍ଞା ପାଳନ କରେ I ଅନ୍ୟ ଏକ ଅନୁବାଦରେ: “ ଏଠାରେ ମୋହର ଭାଇ ଓ ଭଉଣୀମାନେ” କିମ୍ବା “ସେମାନେ ମୋର ଭାଇ ଓ ଭଉଣୀ ପରି“ (ଦେଖ: [[rc://*/ta/man/translate/figs-gendernotations]])
# you did it for me
ମୋ ପ୍ରତି ହିଁ ତାହା କରିଅଛ ବୋଲି ମୁଁ ମନେକରେ