or_tn/mat/25/01.md

1.7 KiB
Raw Permalink Blame History

ଯୀଶୁ ବ୍ୟାଖ୍ୟା କରିବା ନିମନ୍ତେ ଦଶଜଣ ସୁବୁଦ୍ଧି ଓ ନିର୍ବୁଦ୍ଧି କୁମାରୀଙ୍କ ବିଷୟରେ ଦୃଷ୍ଟାନ୍ତ କହନ୍ତି ଯାହା ତାହାଙ୍କ ଆଗମନ ନିମନ୍ତେ ଯେପରି ଶିଷ୍ୟମାନେ ଜାଗ୍ରତ ରହିବା ଉଚିତ I (ଦେଖ: rc://*/ta/man/translate/figs-parables)

the kingdom of heaven will be like

ଏଠାରେ “ସ୍ବର୍ଗରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I “ସ୍ବର୍ଗ ରାଜ୍ୟ” ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ବ୍ୟବହୃତ ହୋଇଅଛି I ଯଦି ସମ୍ଭବ ହୁଏ, “ସ୍ବର୍ଗ” ଶବ୍ଦକୁ ତୁମ ଅନୁବାଦରେ ବ୍ୟବହାର କର I ଦେଖ ତୁମେ ମାଥିଉ ୧୩:୨୪ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ଆମ୍ଭମାନଙ୍କ ସ୍ବର୍ଗସ୍ଥ ଈଶ୍ବର ରାଜାଭାବେ ଆପଣାକୁ ପ୍ରକାଶ କରନ୍ତି, ଏହିପରି ହେବ” (ଦେଖ: rc://*/ta/man/translate/figs-metonymy)

lamps

ସେଗୁଡିକ ହୋଇପାରେ ୧) ଲଣ୍ଠନ (ବତୀ) କିମ୍ବା ) ଦ୍ବୀପ ଚାରିପାଖ ଲୁଗାରେ ବଳୀ ଏହାର ଅଗ୍ର ଭାଗରେ ଗୋଟିଏ କାଠି ଓ ତୈଳରେ ଭିଜା ଯାଇଥାଏ I