or_tn/mat/24/51.md

12 lines
1.3 KiB
Markdown

# cut him in pieces
ଏହା ଏକ ରୁଢିପଦ ଅଟେ ଯାହାର ଅର୍ଥ ଜଣେ ବ୍ୟକ୍ତିଙ୍କୁ ଭୟଙ୍କର ଦୁଖଭୋଗ କରିବାକୁ ହେବ I (ଦେଖ: [[rc://*/ta/man/translate/figs-idiom]])
# assign him a place with the hypocrites
କପଟୀମାନଙ୍କ ସହିତ ତାହାର ଅଂଶ ନିରୁପଣ କର କିମ୍ବା “ଯେଉଁ ସ୍ଥାନକୁ କପଟୀମାନଙ୍କୁ ପଠା ଯାଇଛି ତାହଙ୍କୁ ସେହି ସ୍ଥାନକୁ ପଠାଇ ଦିଅ”
# there will be weeping and grinding of teeth
ଦାନ୍ତର କିଡିମିଡି ଏଠାରେ ସାଙ୍କେତିକ କାର୍ଯ୍ୟ ଅଟେ, ଭୀଷଣ ଦୁଖଭୋଗକୁ ଉପସ୍ଥାପନ କରେ I ଦେଖ ତୁମେ ଏହାକୁ [ମାଥିଉ ୮:୧୨](../08/12.md)ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କ ଦୁଖଭୋଗ ହେତୁ ଲୋକମାନେ ପ୍ରହାରିତ ହେବେ ଓ ସେମାନଙ୍କର ଦନ୍ତ କିଡିମିଡି ହେବ” (ଦେଖ: [[rc://*/ta/man/translate/translate-symaction]])