or_tn/mat/24/51.md

1.3 KiB

cut him in pieces

ଏହା ଏକ ରୁଢିପଦ ଅଟେ ଯାହାର ଅର୍ଥ ଜଣେ ବ୍ୟକ୍ତିଙ୍କୁ ଭୟଙ୍କର ଦୁଖଭୋଗ କରିବାକୁ ହେବ I (ଦେଖ: rc://*/ta/man/translate/figs-idiom)

assign him a place with the hypocrites

କପଟୀମାନଙ୍କ ସହିତ ତାହାର ଅଂଶ ନିରୁପଣ କର କିମ୍ବା “ଯେଉଁ ସ୍ଥାନକୁ କପଟୀମାନଙ୍କୁ ପଠା ଯାଇଛି ତାହଙ୍କୁ ସେହି ସ୍ଥାନକୁ ପଠାଇ ଦିଅ”

there will be weeping and grinding of teeth

ଦାନ୍ତର କିଡିମିଡି ଏଠାରେ ସାଙ୍କେତିକ କାର୍ଯ୍ୟ ଅଟେ, ଭୀଷଣ ଦୁଖଭୋଗକୁ ଉପସ୍ଥାପନ କରେ I ଦେଖ ତୁମେ ଏହାକୁ ମାଥିଉ ୮:୧୨ରେ କିପରି ଅନୁବାଦ କରିଅଚ୍ଛ I ଅନ୍ୟ ଏକ ଅନୁବାଦରେ: “ସେମାନଙ୍କ ଦୁଖଭୋଗ ହେତୁ ଲୋକମାନେ ପ୍ରହାରିତ ହେବେ ଓ ସେମାନଙ୍କର ଦନ୍ତ କିଡିମିଡି ହେବ” (ଦେଖ: rc://*/ta/man/translate/translate-symaction)